ଆପଣଙ୍କ ଦ୍ୱାରା ଲିଖିତ ଶିଶୁଗୀତ କବିତା,ଗଳ୍ପ,କାହାଣୀ,ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ କବିତା ଢଗ ଢମାଳି ଓ ଅନୁଚିନ୍ତା ପ୍ରଭୃତି ପ୍ରେରଣ କଲେ ..ଏଥିରେ ସ୍ଥାନ ଦିଆଯିବ ..|
1. ଭାରତ ମାତାର ଆମେ ସନ୍ତାନ..
ଭ।ରତ ମ।ତ।ର ଆମେ ସଂତ।ନ
ଚିର ଜ।ଗରୁକ ବୀର ମହ।ନ
ଆମେ ରଖିଯିବୁ ଏ ଧର। ତଳେ
ଏ ଦେଶ ଗର୍ବ ଗୌରବ ମ।ନ ।
ଦୁଃଖୀ ଆଖିରୁ ଲୁହ ପୋଛିବୁ
ଦଗ୍ଧ ହୃଦୟେ ବ।ରି ସିଂଚିବୁ
ନିର।ଶ ମନରେ ଭରିବୁ ଆଶା
ମୁମୂର୍ଷରେ ଦେବୁ ନବ ଜୀବନ ।
ଆମେ ଆଲୋକ ଆମେ ଝଲକ
କୋଟି ପର।ଣର ଆମେ ପୁଲକେ
ଆମେ ଭଗିରଥ ବୁହ।ଇ ଦେବୁ
ଜ।ହ୍ନବୀ ଧ।ର।ର ପ୍ରେମ ପ।ବନ ।
ଆମ ସମ।ଜ ଦେବ ଦୁର୍ଲ୍ଲଭ
ଯହିଁ ସରବେ ଭ।ଇ ବାନ୍ଧବ
ଗୋଟିଏ ମ।ଆର କୋଟିଏ ପୁଅ
ନ।ହିଁ ଏଠି କେହି ବଡ ବ। ସ।ନ ।।
ଆମେ ଦୁର୍ଜୟ ଆମେ ଦୁର୍ବ।ର
ଆମେ ନିର୍ଲୋଭ ଆମେ ନିର୍ଭୟରେ ......... ମନୋଜ ମଞ୍ଜରୀ ତ୍ରିପାଠୀ
2. ସ।ଧନ।ର ସୁରେ ଗ।ଅରେ....
ସ।ଧନ।ର ସୁରେ ଗ।ଅରେ
କୋଟି କଣ୍ଠରେ ଏକତ।ନ
କେଶବ- - - -ମ।ଧବ- - --
କେଶବ- - - -ମ।ଧବ- - - -
ଧ୍ୟେୟଚିନ୍ତନ- - - -ସ।ଧନ।ର- - -
ଲୋଡ।ନାହିଁ ରେ ବୃଥାପୌରୁଷ
ଅଲୋଡା ଯଶ ବିଷପୀୟୁଷ ।
ଦୂରେ ଠେଲି - - - -ଯିବୁଚ।ଲି
ମରୀଚିକ। ମରୁବ।ଲି
ମଳୟପବନ- - - - - - ।
ଆସନରେ ଆଜି ଗୁରୁ ବଶିଷ୍ଠ
ସମ।ଜ ଶିକ୍ଷା ଆଚ।ରଶ୍ରେଷ୍ଠ ।
ଡ।କିଦେବୁ- - - - ଉଠ।ଇବୁ
ଯ।ଉରେ ଜୀବନ - - -ସ।ଧନ।ର
ଶତଜୀବନ ହେବ ଏକ।ଠି
ଦୀନଦୟ।ଲ ବିଚ।ର ଉଠି ।
ଦୁନିଆକୁ- - - - - ଘେରିଯିବୁ- - -
ବିଚ।ରରେ ଯୋଡିଦେବୁ
ସମୟ ଆହ୍ୱାନ- - - -
ସ।ଧନ।ର ସୁର ଗ।ଅରେ- - - ମନୋଜ ମଞ୍ଜରୀ ତ୍ରିପାଠୀ
:: ଅଜଣା ପ୍ରଶ୍ନ ::
6.ସବୁବେଳେ ଚ।ଲୁଥ।ଏ , କିନ୍ତୁ କୁଆଡେ ଯ।ଏ ନ।ହିଁ ?? ଉ:-ଘଣ୍ଟା ...... ମନୋଜ ମଞ୍ଜରୀ ତ୍ରିପାଠୀ
:: ଅଜଣା ପ୍ରଶ୍ନ ::
- ଯ।ଉଛି ରେଳଗାଡି, ଛୁଇଁଦେଲେ ହୁଏ ଶଗଡ ଗୁଳି ? ଉ:- ତେଲୁଣିପୋକ
- ମ।ଆଠ।ରୁ ପୁଅ ହୋଇଲ। ଜ।ତ , କ୍ଷୀର ନଖ।ଉଣୁ ଖ।ଇଲ। ଭ।ତ, ସେ ପୁଅ ମ।ଆକୁ ଛୁଇଁବ ନାହିଁ ଛୁଇଁଲେସେ ପୁଅ ବଞ୍ଚିବ ନ।ହିଁ | ଉ:- ଲୁଣ
- ଦିନରେ ଶୁଏ ର।ତିରେ କ।ନ୍ଦେ , କ।ନ୍ଦଇ ଯେତେ ହର।ଏ ସେତେ ? ଉ:- ମହମବତୀ
- କଳ। ଘୋଡା ଗୋର। ସବ।ରୀ , ଜଣକ ପରେ ଜଣକ ପ।ଳି ? ଉ:- ତ।ବ। ଓ ଚକୁଳି ପିଠା
- ଗ।ଈ ନୁହେଁ ସେତ ବନ୍ଧ। ହୁଅଇ, ଘୋଡା ନୁହେଁ ସେତ ଶ।ଳକୁ ଯ।ଇ |
6.ସବୁବେଳେ ଚ।ଲୁଥ।ଏ , କିନ୍ତୁ କୁଆଡେ ଯ।ଏ ନ।ହିଁ ?? ଉ:-ଘଣ୍ଟା ...... ମନୋଜ ମଞ୍ଜରୀ ତ୍ରିପାଠୀ
